View Webisite in     English   ଓଡ଼ିଆ
Website last updated  : Oct 10 2018 11:35:54:207AM
  06817-240362        gajapatikvk@yahoo.co.in
ଧାନ ଓ ପନିପରିବାଫସଲକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଜମିରୁ ଅତ୍ୟଧିକ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ,ବର୍ଷା ପରେ ଧାନରେ ଚକଡା ଓ ମହିଷା ରୋଗ ଲାଗିବାର ସମ୍ଭାବନା ଥିବାରୁ ଜମିରେ ଆଳି ପ୍ରସ୍ତୁତ କରନ୍ତୁ ଓ ପନିପରିବା ଚାଷରେ ହୁଡ଼ା ଟେକି ଦିୟନ୍ତୁ
---------------------
ଯେଉଁ ସ୍ଥାନରେ ମକା, ମାଣ୍ଡିଆ ଓ ପନିପରିବା ଫସଲ ପାକଳ ହୋଇ ଯାଇଅଛି ତାକୁ ତୁରନ୍ତ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ ଓ ପନିପରିବାକୁ ବିକ୍ରି କରି ଦିୟନ୍ତୁ
---------------------
ଧାନ କ୍ଷେତରେ ଚକଡ଼ା ଅତ୍ୟଧିକ ମାତ୍ରାରେ ଲାଗିଥିଲେ ଯଥା ଗୋଟାଏ ଧାନ କେଣ୍ଡାରେ ୨୦ରୁ ଅଧିକ ପୋକ ଦେଖାଯାଏ ତାହାହେଲେ BUPROFEZIN @ ୩୫୦ ଗ୍ରାମ ପ୍ରତି ଏକର + ACEPHATE @ ୨୫୦ ଗ୍ରାମ ପ୍ରତି ଏକର ହିସାବରେ ପ୍ରୟୋଗ କରନ୍ତୁ
---------------------
ଧାନ କ୍ଷେତରେ ଚକଡ଼ା ଲାଗିବା ସମୟରେ ଯଦି ଗୋଟେ ଧାନ କେଣ୍ଡାରେ ୧୦ ଟି ପୋକ ଦେଖାଯାଏ ତାହାହେଲେ Pymetrozine ୫୦% WG @ ୧୫୦ ଗ୍ରାମ ପ୍ରତି ଏକର ହିସାବରେ ପ୍ରୟୋଗ କରନ୍ତୁ
---------------------
ଯେ କୌଣସି ପନିପରିବା ଚାଷ କରିବା ପୂର୍ବରୁ ଚାରାକୁ ୨ ଗ୍ରାମ କାରବେଣ୍ଡଜ଼ୀମ ଏକ ଲିଟର ପାଣିରେ ମିଶାଇ ୧୫ ମିନଟ ରଖି ଚାରାକୁ ଲଗାନ୍ତୁ ଯା ଦ୍ୱାରା ଝାଉଁଳା ଏବଂ ମୂଳ ଶଢା ହେବ ନାହିଁ
---------------------

 

From Sr. Scientist & Head's Desk

Hide Main content block

Weather Forecast

Office Location Map

Top Videos

Important website links

    OUAT   |    ICAR   |    ATARI Zone VII   |    Government of Odisha   |    IMD Odisha   |    Agriculture Meteorology    |    Agri mart    |    Dept. of Agriculture Odisha    |    Gajapati District   

  Other KVK Website Links

    Angul   |    Balangir   |    Balasore   |    Bargarh   |    Bhadrak   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Jagatsinghapur   |    Jajapur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khordha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Rayagada   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Gajapati

Visitor Counter

Powered by nTier Softwares